କଳାହାଣ୍ଡି: କର୍ଲାମୁଣ୍ଡା ସାପଲହରା ଠାରେ ଡ଼ାଙ୍ଗ ବଂଶର ନୂଆଁଖାଇ ଭେଟଘାଟ, ସାମିଲ ହେଲେ 3500ରୁ ଅଧିକ
Kalahandi, Kalahandi | Oct 4, 2026
କର୍ଲାମୁଣ୍ଡା ବ୍ଲକ ସାପଲହରା ଠାରେ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଡ଼ାଙ୍ଗ ବଂଶ ପରିବାର ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି। ଏଥିରେ ୭୬ଟି ଗ୍ରାମର ୩୫୦୦ରୁ ଅଧିକ ସଦସ୍ୟ ଯୋଗ ଦେଇ ଭାଇଚାରା ଓ ସାମାଜିକ ଏକତାର ବାର୍ତ୍ତା ଦେଇଛନ୍ତି।