Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଭଦ୍ରକ: #ବାଂଲାଦେଶୀଙ୍କ_ରାହାଗିରୀ, ଧାମରା ପୋର୍ଟ ପରିବହନ ଓ ରୋଜଗାର କ୍ଷେତ୍ରରେ ବଞ୍ଚିତ ଭଦ୍ରକ ଜିଲ୍ଲା ଟିପ୍ପର ଓ ଟ୍ରକ ମାଲିକ ସଂଘ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମାରଣ ଅନଶନ ଆଜି ୫ଦିନରେ। ସ୍ଥାନୀୟ ଟ୍ରକ ମାଲିକ ମାନେ ଧାମରା ପୋର୍ଟ କୁ କବ୍ଜା କରି ରଖିଛନ୍ତି। ଏହା ବିରୋଧ ରେ ଭଦ୍ରକ ଟିପ୍ପର ଓ ଟ୍ରକ ମାଲିକ ସଂଘର ପ୍ରେସ ବାର୍ତ୍ତା। #citykhabarbhadrak

Bhadrak Rural, Bhadrak | Jul 27, 2026

MORE NEWS

ଭଦ୍ରକ: ଧାମରା ପୋର୍ଟର ପରିବହନ ଓ ରୋଜଗାର କ୍ଷେତ୍ରରେ ବଞ୍ଚିତ କରିବା ପ୍ରତିବାଦରେ ଭଦ୍ରକ ଜିଲ୍ଲା ଟିପ୍ପର ଓ ଟ୍ରକ ମାଲିକ ସଂଘର ଅମାରଣ ଅନଶନ ଆଜି ୫ଦିନରେ। ସ୍ଥାନୀୟ ଟ୍ରକ ମାଲିକ ମାନେ ଧାମରା ପୋର୍ଟ ପରିବହନକୁ କବ୍ଜା କରି ରଖିଛନ୍ତି। ଏହା ବିରୋଧ ରେ ଭଦ୍ରକ ଟିପ୍ପର ଓ ଟ୍ରକ ମାଲିକ ସଂଘର ପ୍ରେସ ବାର୍ତ୍ତା।
#citykhabarbhadrak

ଭଦ୍ରକ: ଧାମରା ପୋର୍ଟର ପରିବହନ ଓ ରୋଜଗାର କ୍ଷେତ୍ରରେ ବଞ୍ଚିତ କରିବା ପ୍ରତିବାଦରେ ଭଦ୍ରକ ଜିଲ୍ଲା ଟିପ୍ପର ଓ ଟ୍ରକ ମାଲିକ ସଂଘର ଅମାରଣ ଅନଶନ ଆଜି ୫ଦିନରେ। ସ୍ଥାନୀୟ ଟ୍ରକ ମାଲିକ ମାନେ ଧାମରା ପୋର୍ଟ ପରିବହନକୁ କବ୍ଜା କରି ରଖିଛନ୍ତି। ଏହା ବିରୋଧ ରେ ଭଦ୍ରକ ଟିପ୍ପର ଓ ଟ୍ରକ ମାଲିକ ସଂଘର ପ୍ରେସ ବାର୍ତ୍ତା। #citykhabarbhadrak

Bhadrak Rural, Bhadrak | Jul 27, 2026

🚨 ବଡ଼ ଅଘଟଣ ଟଳିଲା! 😨🔥

ବାଲେଶ୍ୱର ଜିଲ୍ଲାର ମାର୍କୋଣା ରେଳ ଷ୍ଟେସନ ନିକଟରେ ହାଉଡା–ପୁରୀ ଧଉଳି ସୁପରଫାଷ୍ଟ ଏକ୍ସପ୍ରେସରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିବାରୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଧୂଆଁ ଦେଖି ଜୀବନ ବଞ୍ଚାଇବାକୁ ଟ୍ରେନରୁ ତଳକୁ ଓହ୍ଲାଇ ଧାଇଁଥିଲେ ଯାତ୍ରୀ। ସୌଭାଗ୍ୟବଶତଃ କୌଣସି ଜୀବନହାନି କିମ୍ବା କ୍ଷୟକ୍ଷତି ହୋଇନାହିଁ। 🙏

👉 ଏଭଳି ଘଟଣା ପୁଣି ନ ଘଟିବା ପାଇଁ ଆପଣଙ୍କ ମତ କ'ଣ? କମେଣ୍ଟରେ ଜଣାନ୍ତୁ।

📢 ଓଡ଼ିଶାର ସମସ୍ତ ବଡ଼ ଖବର ପାଇଁ RCN ODIA କୁ Follow କରନ୍ତୁ।

#BreakingNews #Balasore #Markona #DhauliExpress #TrainFire #OdishaNews #RCNODIA #RailwayNews #ViralNews #Odisha

🚨 ବଡ଼ ଅଘଟଣ ଟଳିଲା! 😨🔥 ବାଲେଶ୍ୱର ଜିଲ୍ଲାର ମାର୍କୋଣା ରେଳ ଷ୍ଟେସନ ନିକଟରେ ହାଉଡା–ପୁରୀ ଧଉଳି ସୁପରଫାଷ୍ଟ ଏକ୍ସପ୍ରେସରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିବାରୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଧୂଆଁ ଦେଖି ଜୀବନ ବଞ୍ଚାଇବାକୁ ଟ୍ରେନରୁ ତଳକୁ ଓହ୍ଲାଇ ଧାଇଁଥିଲେ ଯାତ୍ରୀ। ସୌଭାଗ୍ୟବଶତଃ କୌଣସି ଜୀବନହାନି କିମ୍ବା କ୍ଷୟକ୍ଷତି ହୋଇନାହିଁ। 🙏 👉 ଏଭଳି ଘଟଣା ପୁଣି ନ ଘଟିବା ପାଇଁ ଆପଣଙ୍କ ମତ କ'ଣ? କମେଣ୍ଟରେ ଜଣାନ୍ତୁ। 📢 ଓଡ଼ିଶାର ସମସ୍ତ ବଡ଼ ଖବର ପାଇଁ RCN ODIA କୁ Follow କରନ୍ତୁ। #BreakingNews #Balasore #Markona #DhauliExpress #TrainFire #OdishaNews #RCNODIA #RailwayNews #ViralNews #Odisha

Bhadrak Rural, Bhadrak | Jul 27, 2026

🙏 ପବିତ୍ର ଶ୍ରାବଣ ସୋମବାରରେ ଭକ୍ତିର ଅମୃତଧାରା... 🕉️
🎤 ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କ ସୁମଧୁର କଣ୍ଠରେ ଶୁଣନ୍ତୁ ଏକ ମନମୋହକ ଶିବ ଭଜନ। ❤️
ଭକ୍ତିରେ ଭରିଯାଉ ଆପଣଙ୍କ ଶ୍ରାବଣ ସୋମବାର।
📺 ସମ୍ପୂର୍ଣ୍ଣ ଭଜନ ଦେଖନ୍ତୁ RCN Bhakti YouTube Channel ରେ।
🔔 ଭିଡିଓଟିକୁ Like 👍 | Share 📲 | Comment "Har Har Mahadev" 🔱 କରନ୍ତୁ।
#ShravanSomvar #HarHarMahadev #ShivBhajan #JyotirmayeeNayak #IndianIdolWinner #RCNBhakti #OdiaBhajan #Mahadev #Shravan2026 #OdiaDevotional #ViralVideo #JaiBholenath

🙏 ପବିତ୍ର ଶ୍ରାବଣ ସୋମବାରରେ ଭକ୍ତିର ଅମୃତଧାରା... 🕉️ 🎤 ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କ ସୁମଧୁର କଣ୍ଠରେ ଶୁଣନ୍ତୁ ଏକ ମନମୋହକ ଶିବ ଭଜନ। ❤️ ଭକ୍ତିରେ ଭରିଯାଉ ଆପଣଙ୍କ ଶ୍ରାବଣ ସୋମବାର। 📺 ସମ୍ପୂର୍ଣ୍ଣ ଭଜନ ଦେଖନ୍ତୁ RCN Bhakti YouTube Channel ରେ। 🔔 ଭିଡିଓଟିକୁ Like 👍 | Share 📲 | Comment "Har Har Mahadev" 🔱 କରନ୍ତୁ। #ShravanSomvar #HarHarMahadev #ShivBhajan #JyotirmayeeNayak #IndianIdolWinner #RCNBhakti #OdiaBhajan #Mahadev #Shravan2026 #OdiaDevotional #ViralVideo #JaiBholenath

Bhadrak Rural, Bhadrak | Jul 27, 2026