ଭଦ୍ରକ: #ବାଂଲାଦେଶୀଙ୍କ_ରାହାଗିରୀ, ଧାମରା ପୋର୍ଟ ପରିବହନ ଓ ରୋଜଗାର କ୍ଷେତ୍ରରେ ବଞ୍ଚିତ ଭଦ୍ରକ ଜିଲ୍ଲା ଟିପ୍ପର ଓ ଟ୍ରକ ମାଲିକ ସଂଘ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମାରଣ ଅନଶନ ଆଜି ୫ଦିନରେ। ସ୍ଥାନୀୟ ଟ୍ରକ ମାଲିକ ମାନେ ଧାମରା ପୋର୍ଟ କୁ କବ୍ଜା କରି ରଖିଛନ୍ତି। ଏହା ବିରୋଧ ରେ ଭଦ୍ରକ ଟିପ୍ପର ଓ ଟ୍ରକ ମାଲିକ ସଂଘର ପ୍ରେସ ବାର୍ତ୍ତା।
#citykhabarbhadrak
Bhadrak Rural, Bhadrak | Jul 27, 2026