Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ସମ୍ବଲପୁର ମ୍ୟୁନିସିପାଲଟି: ଦିନବନ୍ଧୁ ମିଶ୍ରଙ୍କ ଆତ୍ମହୁତି ଘଟଣା,ନ୍ୟାୟ ଦାବିରେ ସାମ୍ବାଦିକ ଭବନ ଠାରେ ଅଭିଷେକ ମିଶ୍ର କଲେ ସାମ୍ବାଦିକ ସମ୍ମିଳନୀ, ରଖିଲେ ପ୍ରତିକ୍ରିୟା

Sambalpur M, Sambalpur | Jul 16, 2025
ଆଜି ସଂଧ୍ୟାରେ ସମ୍ବଲପୁର ସାମ୍ବାଦିକ ଭବନ ଠାରେ 4 ବର୍ଷ ପୁର୍ବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଠାରେ ଆତ୍ମହୁତି ଦେଇଥିବା ସ୍ୱର୍ଗତ ଦିନବନ୍ଧୁ ମିଶ୍ରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ତାଙ୍କର ପୁତ୍ର ଅଭିଷେକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ ବିଶ୍ଵବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପକ୍ଷରୁ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଘଟଣାକୁ ବିରୋଧ କରି ସେ ସମୟରେ ତାଙ୍କର ପିତା ଆତ୍ମହୁତି କରିଥିବା ବେଳେ ଏନେଇ କୈଣଷି ପ୍ରକାର ତଦନ୍ତର ଅଗ୍ରଗତି ହୋଇନାହିଁ ର। ଏଥିସହ ଏହି ଘଟଣାରେ ଦୋଷୀଙ୍କୁ ଦଣ୍ଡ ବିଧାନ କରିବାକୁ ସେ ଆଜି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି।

MORE NEWS