Public App Logo
Jansamasya
News
Maharashtra
Bjp
National
Police
Bihar
India
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Aap

ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି କପାମଣ୍ଡି ସମ୍ମୁଖରେ ଆମ୍ବୁଲାନ୍ସ ସହ ବୋଲେରୋ ମୁହାଁ ମୁହିଁ ଧକ୍କା ହୋଇଛି ।

Digapahandi, Ganjam | Jan 13, 2026
ଗଂଜାମ ଜିଲ୍ଲା ଦିଗପହଣ୍ଡି କପାମଣ୍ଡି ସମ୍ମୁଖରେ ଆମ୍ବୁଲାନ୍ସ ସହ ବୋଲେରୋ ମୁହାଁ ମୁହିଁ ଧକ୍କା ହୋଇଛି । ଏହି ଧକ୍କାରେ ଜଣକର ମୃତ ହୋଇଥିବାର ଖବର ମିଳିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବାର ଖବର ମିଳିଛି । ତେବେ ମୃତକ ଜଣକ ଲଳିତା ନାୟକ ବୋଲି ଜଣାପଡିଥିବା ବେଳେ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।