ଭଦ୍ରକ ଗ୍ରାମାଞ୍ଚଳ: ଦୋବଲ ସେବା ସମବାୟ ସମିତି ରେ ଅର୍ଥ ହେରଫେର ଅଭିଯୋଗ
ଭଦ୍ରକ ଜିଲ୍ଲା ଦୋବଲ ସେବା ସମବାୟ ସମିତି ରେ ଚାଷୀ ମାନଙ୍କ ଅର୍ଥ ହେରଫେର ଅଭିଯୋଗ। ଚାଷୀ ମାନଙ୍କ ମଧ୍ୟରେ ଅଶୋନ୍ତୋଷ ଦେଖିବାକୁ ମିଳିଛି। କିଛି ଦିନ ହେବ ଚାଷୀ ମାନେ ଉକ୍ତ ସେବା ସମବାୟ ସମିତି କୁ ଦଉଡ଼ି ଦ ଉଡ଼ିବ ନୟାନ୍ତ ହେଉଛନ୍ତି। ଯାହାକୁ ନେଇ ଚାଷୀ ଅସୋନ୍ତଷ ଦେଖିବାକୁ ମିଳିଛି। ଆଜି ଦିନ ୧୧ ଘଟିକା ସମୟରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି।