ଜୁନାଗଡ: ବେଙ୍ଗାଲୁରୁରେ ମୃତ୍ୟୁ, ଦାଦନ ଶ୍ରମିକଙ୍କ ଶବ ଆଣିଲା ବିନ୍ଦୁମିନା ସେବା ଫାଉଣ୍ଡେସନ
ବେଙ୍ଗାଲୁରୁରେ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲେ କଳାହାଣ୍ଡିର ସଞ୍ଜୁ ମଙ୍ଗରାଜ। ଆର୍ଥିକ ଅନଟନ ଯୋଗୁଁ ମୃତଦେହ ଆଣିବାକୁ ଅସମର୍ଥ ପରିବାରକୁ ସହାୟତାର ହାତ ବଢ଼ାଇଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ। ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମୃତଦେହ ଗାଁରେ ପହଞ୍ଚିବା ପରେ ସମ୍ପନ୍ନ ହେଲା ଶେଷକୃତ୍ୟ।