ମାଲକାନଗିରି ରେ ଆଉ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲ ସମ୍ମୁଖରେ ସମ୍ପର୍କୀୟ ଙ୍କ ଉତ୍ତେଜନା। । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ତେଜନା ରୋକିବାରେ ବିଫଳ, ମୃତକଙ୍କ ସମ୍ପର୍କୀୟ ଶବ ଧରି ମାଲକାନଗିରି ଉପ କାରାଗାର ମୁହାଁ ଚାଲି ଚାଲି ବାହାରିଲେ। ସମ୍ପର୍କିୟଙ୍କ କହିବା ଅନୁସାରେ ଜେଲ୍ ଭିତରେ ମୃତ୍ୟୁ ଘଟିଛି। ତେବେ ପୋଲିସ କିମ୍ୱା ଜେଲ୍ କତୃପକ୍ଷଙ୍କ ପକ୍ଷରୁ କୈଣସୀ ପ୍ରତିକ୍ରିୟା ମିଳିପାରିନାହିଁ। ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ।
#BreakingNews #Malkangiri #Odisha