କଟକ ପୌରାଞ୍ଚଳ: କଟକ ସହରରେ ଅଳିଆର ପାହାଡ଼: ସ୍ୱଚ୍ଛତା କେବଳ କାଗଜ କଲମରେ!
କଟକ ତାଳଦଣ୍ଡା କେନାଲ ନିକଟରେ ଅଳିଆ ଗଦା ହେବା ସହ ଡ୍ରେନରେ ଆବର୍ଜନା ଜମି ରହିଛି। ଜଳ ନିଷ୍କାସନ ବାଧାପ୍ରାପ୍ତ ହେବାରୁ ମଶା ଉପଦ୍ରବ ବଢ଼ିବା ସହ ଡେଙ୍ଗୁ ଆଶଙ୍କା ଦେଖାଦେଇଛି। କେଏମସିର କାର୍ଯ୍ୟଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ।