Public App Logo
Jansamasya
News
Maharashtra
Bjp
National
Police
Bihar
India
चोरी
Gujarat
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Narendramodi
Madhya_pradesh
Mp
Pmmodi
Rahulgandhi
Chhattisgarh
Uttarpradesh
Haryana
Cricket
Sdm
महाराष्ट्र
No video available

ହାତିବାରି: ସାତଜୁଆଡି ଗ୍ରାମର ନୂତନ ପାଡ଼ହାଗୃହରେ ଧାରାମଗୁରୁ ଭିଖରାମ ଭଗତଙ୍କର ୮୯ତମ ଜୟନ୍ତୀ ଓ ପାଡ଼ହାଗୃହର ଉଦ୍ଘଟାନ।

Hatibari, Sundargarh | Jan 10, 2025
ସାତଜୁଆଡି ଗ୍ରାମର ନୂତନ ପାଡ଼ହା ଗୃହ ଓ କୁଡୁଖ ସମାଜର ମହାନ ତ୍ୟାଗ ପୁରୁଷ ପରମ ପୂଜ୍ୟ ଧାରାମ ଗୁରୁ ସ୍ୱର୍ଗୀୟ ଭିଖରାମ ଭଗତଙ୍କର ୮୯ତମ ଜୟନ୍ତୀ ତଥା ନୂତନ ପାଡ଼ହାଗୃହର ଶୁଭଉଦ୍ଘାଟାନ ସମାରୋହ ପାଳିତ ହୋଇଯାଇଛି।ଏଥିରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ ଓ ବିଭିନ୍ନ ପାଡ଼ହାର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରି ପୁରସ୍କୃତ କରାଯାଇଥିଲା।

MORE NEWS

ହାତିବାରି: ସାତଜୁଆଡି ଗ୍ରାମର ନୂତନ ପାଡ଼ହାଗୃହରେ ଧାରାମଗୁରୁ ଭିଖରାମ ଭଗତଙ୍କର ୮୯ତମ ଜୟନ୍ତୀ ଓ ପାଡ଼ହାଗୃହର ଉଦ୍ଘଟାନ। - Hatibari News