Public App Logo
Jansamasya
News
Bjp
National
Police
Bihar
बिहार
India
कांग्रेस
भाजपा
Congress
Modi
Delhi
Viral
Jharkhand
Rajasthan
Bollywood
Patna
Breakingnews
Narendramodi
Madhya_pradesh
Cm
Pmmodi
Rahulgandhi
यूपी
Uttarpradesh
Haryana
Uttarakhand
Crimenews
Aap

ଜଟଣୀ: ବ୍ଲକ କାର୍ଯ୍ୟାଳୟରେ ସିଆରପି,ଏମବିକେ ଓ ବ୍ୟାଙ୍କ ମିତ୍ର ସଂଗଠନ ପକ୍ଷରୁ ଧାରଣା,ପ୍ରତିକ୍ରିୟା ରଖିଲେ ସନ୍ଧ୍ୟାରାଣୀ ଓ ପ୍ରମିଳା

Jatani, Khordha | Sep 25, 2025
ଜଟଣୀ ବ୍ଲକ କାର୍ଯ୍ୟାଳୟରେ ସିଆରପି,ଏମବିକେ ଓ ବ୍ୟାଙ୍କ ମିତ୍ର ସଂଗଠନ ପକ୍ଷରୁ ଧାରଣା | ଜଟଣୀ ବ୍ଲକ ଅନ୍ତର୍ଗତ ପଧାନସାହି ପଞ୍ଚାୟତର ସିଆରପି ସନ୍ଧ୍ୟାରାଣୀ ପାଇକରାୟ ଓ ସଂଗଠନ ସଭାପତି ପ୍ରମିଳା ନାୟକ ସିଆରପି,ଏମବିକେ ଓ ବ୍ୟାଙ୍କ ମିତ୍ର ମହିଳା ମାନଙ୍କର ସ୍ଥାୟୀ ନିଯୁକ୍ତି, ନିୟମିତ ଦରମା ଇତ୍ୟାଦି ନେଇ 25 ତାରିଖ ଅପରାହ୍ନ 5 ଘଣ୍ଟିକା ସମୟରେ ପ୍ରତିକ୍ରିୟା ରଖିଥିଲେ |