ବଲାଙ୍ଗୀର ଦୁଇ ପରିବାର ମଧ୍ୟରେ ରାସ୍ତା ଅବରୋଧ ଓ ପାଣି ପାଇପ ବିଚ୍ଛିନ୍ନ କୁ ନେଇ ଗଣ୍ଡ ଗୋଲ। ଗୋଟିଏ ପରିବାରର ଘର ଭଙ୍ଗା ରୁଜା ସହ ଜୀବନରେ ମାରିଦେବାର ଉଦ୍ୟମ ଅଭିଯୋଗ। ସଦର ଥାନାରେ ପୀଡ଼ିତ ପରିବାର କଲେ ଅଭିଯୋଗ। ଅଭିଯୋଗ ଅନୁସାରେ ସଦର ଥାନା ଅନ୍ତର୍ଗତ ପିପିଲି ଗ୍ରାମର ଗୋବର୍ଦ୍ଧନ ଗଡତ୍ୟା ଙ୍କ ଘର ସମ୍ମୁଖରେ ତାଙ୍କ ଭାଇ ଘର ଲୋକ କିଛି ନିର୍ମାଣ କାମ କରୁଥିଲେ। ଯେଉଁଥିରେ ତାଙ୍କର ପାଣି ପାଇପ ବିଚ୍ଛିନ୍ନ କରିବା ସହ ଏମାନଙ୍କର ରାସ୍ତା କୁ ମାଟି ପକାଇ ଅବରୋଧ କରିଥିଲେ। ତେବେ ଏହାକୁ ବିରୋଧ କରିବାରୁ ଗୋବର୍ଦ୍ଧନ ଗଡତ୍ୟା ଙ୍କ ଭାଇ ଘର ଲୋକେ ତାଙ୍କୁ ତାଙ୍କ ପୁଅ ଓ ନା ମରାଣାନ୍ତ