କଣ୍ଟାବାଞ୍ଜି: ତୁରେକେଲାରେ ନୂଆଁଖାଇ ଭେଟ୍ଘାଟ, ଯୋଗଦେଲେ ବିଧାୟକ ଲକ୍ଷ୍ମଣ ବାଗ
ତୁରେକେଲା ବ୍ଲକରେ ଶ୍ରୀ ଶ୍ରୀ ବିଶ୍ୱକର୍ମା ଲୁହୁରା ସମାଜ ପକ୍ଷରୁ ନୂଆଁଖାଇ ଭେଟ୍ଘାଟ-୨୦୨୬ ଅନୁଷ୍ଠିତ ହୋଇଛି। ଏଥିରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଉପରେ ବକ୍ତବ୍ୟ ରଖିଛନ୍ତି।