Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana

ସୋର: ବଗଦା ଗ୍ରାମରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପା ଘର ଲୋକେ

Soro, Balasore | Dec 14, 2025
ସୋର ବ୍ଲକ କେଶରୀପୁର ପଞ୍ଚାୟତ ବଗଦା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଯାଇଥିବା ବେଳେ ମହିଳାଙ୍କ ବାପା ଘର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି।ସୂଚନା ଅନୁସାରେ ଏହି ଗ୍ରାମର ବିକାଶ ମଳିକ ପିଞ୍ଛାବଣିଆ ଗ୍ରାମର ଏକାଦଶୀ ମଳିକଙ୍କ ଝିଅ ଜୟନ୍ତୀ ମଳିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।ଆଜି ମଧ୍ୟାହ୍ନରେ ଜୟନ୍ତୀ ଆତ୍ମହତ୍ୟା କରିଥିବା କଥା ଶ୍ଵଶୁର ଘର ଲୋକେ ଜୟନ୍ତୀଙ୍କ ବାପା ଘର ଲୋକଙ୍କୁ ଖବର ଦେଇଥିଲେ। ଫଳରେ ବାପା ଘର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଜୟନ୍ତୀଙ୍କୁ ଶ୍ଵଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗକରିଛନ୍ତି
ସୋର: ବଗଦା ଗ୍ରାମରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପା ଘର ଲୋକେ - Soro News