Public App Logo
Jansamasya
News
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Cricket
Lucknow

କେନ୍ଦୁଝର ସହର: ଡିଏମଏଫ ଖଣି ଶକ୍ତି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦୁଝରର ୨୧ ଯୁବକଙ୍କୁ ନିଯୁକ୍ତି ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧିତ

ଡିଏମଏଫ ଖଣି ଶକ୍ତି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦୁଝରର ୨୧ ଯୁବକଙ୍କୁ ନିଯୁକ୍ତି କେନ୍ଦୁଝର, ୦୨ ଡିସେମ୍ବର ୨୦୨୫: ଆବଶ୍ୟକତା-ଭିତ୍ତିକ ଦକ୍ଷତା ବିକାଶ ପଦକ୍ଷେପ ନିମିତ୍ତ ଡିଏମଏଫ କେଉଁଝର ପ୍ରଯୋଜିତ ଖଣି ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ଖଣି କୌଶଳ ବିକାଶ ତାଲିମ କେନ୍ଦ୍ରର ୨୧ ଜଣ ପ୍ରାର୍ଥୀ ବେଙ୍ଗାଲୁରୁରେ ଚାକିରି ପାଇଛନ୍ତି। ଜିଲ୍ଲାପାଳ ବିଶାଲ ସିଂ ନୂତନ ନିଯୁକ୍ତି ପ୍ରାପ୍ତ ଯୁବକମାନଙ୍କୁ ଆଜି ଏକ ବିଶେଷ ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି।

MORE NEWS

ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣରେ କୌଣସି ଜଟିଳତା ନାହିଁ କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର | 
#pabitranewsodisha #BreakingNews #farmerragistration #krushnachandrapatra

ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣରେ କୌଣସି ଜଟିଳତା ନାହିଁ କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର | #pabitranewsodisha #BreakingNews #farmerragistration #krushnachandrapatra

Kendujhar Town, Kendujhar | Aug 9, 2026

'ଜନଜାତିଙ୍କ ଅଧିକାର  ପାଇଁ ବିଜେଡିର ଲଢ଼େଇ ଜାରି’ । ଶଙ୍ଖ ଭବନରେ ବିଶ୍ୱ ଜନଜାତି ଦିବସ ପାଳିତ । ୧୬୯ ଜନଜାତି ଗୋଷ୍ଠୀକୁ ST ମାନ୍ୟତା ଦାବି ଦୋହରାଇଲେ ନବୀନ । ଜନଜାତିଙ୍କ ଅଧିକାର ଓ ସଂସ୍କୃତି ସୁରକ୍ଷା ପାଇଁ ବିଜେଡିର ଲଢ଼େଇ ଜାରି ରହିବ । ବିଜୁ ଜନତା ଦଳ ଜନଜାତି ଭାଇଭଉଣୀଙ୍କ ଶ୍ରେଷ୍ଠ ବନ୍ଧୁ । 

#WorldTribalDay #pabitranewsodisha #bjd #NaveenPatnaik

'ଜନଜାତିଙ୍କ ଅଧିକାର ପାଇଁ ବିଜେଡିର ଲଢ଼େଇ ଜାରି’ । ଶଙ୍ଖ ଭବନରେ ବିଶ୍ୱ ଜନଜାତି ଦିବସ ପାଳିତ । ୧୬୯ ଜନଜାତି ଗୋଷ୍ଠୀକୁ ST ମାନ୍ୟତା ଦାବି ଦୋହରାଇଲେ ନବୀନ । ଜନଜାତିଙ୍କ ଅଧିକାର ଓ ସଂସ୍କୃତି ସୁରକ୍ଷା ପାଇଁ ବିଜେଡିର ଲଢ଼େଇ ଜାରି ରହିବ । ବିଜୁ ଜନତା ଦଳ ଜନଜାତି ଭାଇଭଉଣୀଙ୍କ ଶ୍ରେଷ୍ଠ ବନ୍ଧୁ । #WorldTribalDay #pabitranewsodisha #bjd #NaveenPatnaik

Kendujhar Town, Kendujhar | Aug 9, 2026

#ତ୍ରିରଙ୍ଗା_ପଦଯାତ୍ରା
ରାଜ୍ୟରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ  । ଅଗଷ୍ଟ ୯ ରୁ ୧୭ ସବୁଠି ଉଡ଼ିବ ଜାତୀୟ ପତାକା । 
#BreakingNews #BreakingNews #pabitranewsodisha #Bhubanewsar

#ତ୍ରିରଙ୍ଗା_ପଦଯାତ୍ରା ରାଜ୍ୟରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଅଗଷ୍ଟ ୯ ରୁ ୧୭ ସବୁଠି ଉଡ଼ିବ ଜାତୀୟ ପତାକା । #BreakingNews #BreakingNews #pabitranewsodisha #Bhubanewsar

Kendujhar Town, Kendujhar | Aug 9, 2026