ପୁରୀ ମ୍ୟୁନିସିପାଲଟି: ପୁରୀରେ ଜଟିଳ ଲିକୋମିଆ ରୋଗୀଙ୍କୁ ଭୁଲ ବ୍ଲଡ ଦେଇ ଅସୁବିଧା ଘଟିଲା
Puri M, Puri | Sep 11, 2026 ପୁରୀ ସଦର ଚିକିତ୍ସାଳୟରେ ଜଟିଳ ଲିକୋମିଆ ରୋଗୀ ପ୍ରଦର୍ଶନୀ ପ୍ରଧାନଙ୍କୁ A+VE ବ୍ଲଡ ସ୍ଥାନରେ B+VE ବ୍ଲଡ ଦିଆଯାଇଥିଲା। ଏହାର ଫଳରେ ତାଙ୍କର ଅବସ୍ଥା ଗୁରୁତର ହୋଇ ପୁରୀରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।