କାମାକ୍ଷାନଗର: ଗୁଣ୍ଡିଚାନାଳୀ ଗାଁ ଜଙ୍ଗଲରେ ଶନିବାର ୪ଟାରେ ମା କଳାପାଟ ଙ୍କ ଯାତ୍ରା ଅନୁଷ୍ଠିତ ଯୋଗଦେଲେ ଶତାଧିକ ଭକ୍ତ
ଗୁଣ୍ଡିଚାନାଳୀ ଗାଁ ଜଙ୍ଗଲରେ ଶନିବାର ୪ଟାରେ ମା କଳାପାଟ ଙ୍କ ଯାତ୍ରା ଅନୁଷ୍ଠିତ ଯୋଗଦେଲେ ଶତାଧିକ ଭକ୍ତ ।ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରା ପଂଚାୟତ ଗୁଣ୍ଡିଚାନାଳୀ ଗାଁ ଜଙ୍ଗଲରେ ମା କଳାପାଟଙ୍କ ଯାତ୍ରା ଅନୁଷ୍ଠିତ ଏଠାରେ ଶନିବାର ଯୋଗଦେଲେ ଶତାଧିକ ଭକ୍ତ ।