ନୟାଗଡ: ନୟାଗଡ଼ କଂଗ୍ରେସର ବୈଠକ: ଶୃଙ୍ଖଳାକୁ ଗୁରୁତ୍ୱ, ବିଶୃଙ୍ଖଳା ବରଦାସ୍ତ ନୁହେଁ
ନୟାଗଡ଼ ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକରେ ସାଙ୍ଗଠନିକ ସୁଦୃଢ଼ତା ଓ ଦଳୀୟ ଶୃଙ୍ଖଳା ଉପରେ ଗୁରୁତ୍ୱ ଦିଆଯାଇଛି। ନଭେମ୍ବର 25ରେ ସମ୍ବିଧାନ ଦିବସ ପାଳନ ସହ ଭୁବନେଶ୍ୱର ରାଲିରେ 1 ହଜାର କର୍ମୀଙ୍କ ଅଂଶଗ୍ରହଣ ନେଇ ନିଷ୍ପତ୍ତି ହୋଇଛି।