Public App Logo
Jansamasya
News
पुलिस
Bjp
National
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर
Uttarpradesh
Haryana

ସେମିଲିଗୁଡାରେ ସରକାରୀ ବସକୁ ପଥର ମାଡ ମାମଲାରେ ୩ ଜଣ ଗିରଫ, ବୋଲେରୋ ଜବତ। ଯାତ୍ରୀବାହୀ ବସ୍ ଡ଼କାୟତି ପାଇଁ ଉଦ୍ୟମ ହୋଇଥିବା କହିଲା ପୋଲିସ। ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯକ୍ତମାନଙ୍କୁ ଖୋଜୁଛି ପୋଲିସ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସୁନାବେଡା SDPO।

Koraput Town, Koraput | Jun 9, 2026

MORE NEWS

ସେମିଲିଗୁଡାରେ ସରକାରୀ ବସକୁ ପଥର ମାଡ ମାମଲାରେ ୩ ଜଣ ଗିରଫ, ବୋଲେରୋ ଜବତ। ଯାତ୍ରୀବାହୀ ବସ୍ ଡ଼କାୟତି ପାଇଁ ଉଦ୍ୟମ ହୋଇଥିବା କହିଲା ପୋଲିସ। ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯକ୍ତମାନଙ୍କୁ ଖୋଜୁଛି ପୋଲିସ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସୁନାବେଡା SDPO। - Koraput Town News