Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ରେଢାଖୋଲ: ପଡିଆବାହାଲ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବଲଣ୍ଡା,ତାଲବେଡା ,ସାନସାହୀର,ପଦାପାଲି ଠାରେ 76 ତମ ବନମହୋତ୍ସବ

Rairakhol, Sambalpur | Jul 5, 2025
ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାର ଓ ସମ୍ବଲପୁର ବନଖଣ୍ଡର ପଡିଆବାହାଲ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ ବଲଣ୍ଡା, ତାଲବେଡା , ସାନସାହୀର, ପଦାପାଲି ଠାରେ 76 ତମ ବନମହୋତ୍ସବ ପାଳନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ବନବିଭାଗର ବଡସାହିର ଫରେଷ୍ଟର ମମତା ଲୁହାଙ୍କ ସମେତ ବନବିଭାଗର ପଡିଆବାହାଲ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ofsdaf ପ୍ରତିନିଧିଙ୍କ ସମେତ ଅନ୍ୟ ବନ କର୍ମଚାରୀ ଓ ବନସୁରକ୍ଷା ସମିତିର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।
ରେଢାଖୋଲ: ପଡିଆବାହାଲ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବଲଣ୍ଡା,ତାଲବେଡା ,ସାନସାହୀର,ପଦାପାଲି ଠାରେ 76 ତମ ବନମହୋତ୍ସବ - Rairakhol News