#କୋଟପାଡ_କଲେଜରେ_ABVP_ବିଜୟୀ
ସରିଲା ଛାତ୍ର ସଂସଦ ନିର୍ବାଚନ ୮ ବର୍ଷ ପରେ ମତଦାନ କୋଟପାଡ କଲେଜରେ ABVP ବିଜୟୀ ଖୁସିରେ ନାଚିଲେ ବିଧାୟକ ରୁପୁ ଭତ୍ରା ବିଜୟୀ ହେଲେ ABVP ସଭାପତି ପ୍ରାର୍ଥୀ ଲକ୍ଷ୍ମିଧର ମାଝି ଓ ଉପ ସଭାପତି ଅନୁକ୍ଷ୍କା ପୂଜାରୀ
#Odisha #Koraput #kotpadnews #koraputmedia
Boriguma, Koraput | Oct 15, 2026