#ଚେନ_ଝାମ୍ପିନେବା_ବେଳେ_ନିସ୍ତୁକ_ପିଟିଲେ_ଲୋକେ
ସୁନା ଚେନ ଝାମ୍ପିନେବା ବେଳେ ଦୁଇ ଚୋର କୁ ବାନ୍ଧି ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ ବୋରିଗୁମ୍ମା ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେବା ବେଳେ ଦୁଇ ଚୋରକୁ ଧରି ପୋଲିସ କୁ ଦେଲେ ସ୍ଥାନୀୟ ଲୋକେ ଚୋର ମାନେ ଶଶାହାଣ୍ଡି ନୂଆଗାଁ ଅଞ୍ଚଳର ବୋଲି ଜଣା ପଡିଛି ପୋଲିସ ଏମାନ ଙ୍କୁ ଅଟକ ରଖିଛି
#Borigumma #Odisha #Koraput #koraputmedia
Boriguma, Koraput | Oct 30, 2026