ପୁରୀ ମ୍ୟୁନିସିପାଲଟି: ସୋସିଆଲ ମିଡିଆରେ ପୁଣି ଭାଇ ରାଲ ହେଲା ଶ୍ରୀମନ୍ଦିର ଗଳା ବାଟ l କିଛି ସୁରକ୍ଷା କର୍ମଚାରୀ ମାନେ କିଭଳି ଭାବେ ଲୋକଙ୍କୁ ଗଳା ବାଟରେ ଛାଡୁଛନ୍ତି
Puri M, Puri | Sep 4, 2025 ସୋସିଆଲ ମିଡିଆରେ ପୁଣି ଭାଇ ରାଲ ହେଲା ଶ୍ରୀମନ୍ଦିର ଗଳା ବାଟ l କିଛି ସୁରକ୍ଷା କର୍ମଚାରୀ ମାନେ କିଭଳି ଭାବେ ଲୋକଙ୍କୁ ଗଳା ବାଟରେ ଛାଡୁଛନ୍ତି l ଯେଉଁଠି ଭକ୍ତ ମାନେ ଲମ୍ବା ଲାଇନ ରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଛନ୍ତି ସେଠି ଗଳା ବାଟରେ କିଭଳି ଅନ୍ୟ ଭକ୍ତ ଯିବା ଯାଉଛନ୍ତି,