Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana

ସୋର: ଖଞ୍ଜାମାହାଲ ପଥର ଖାଦାନରେ ପଥର ଅତଡ଼ା ଖସି ପୋକଲିନ କ୍ଷତିଗ୍ରସ୍ତ, ଚାଳକ ଫେରାର

Soro, Balasore | Dec 14, 2025
ସୋର ଥାନା ଖଞ୍ଜାମାହାଲ ପଥର ଖାଦାନର ବେଆଇନ ଖାଦାନରେ ଏକ ପୋକଲିନ ଚାପି ହୋଇଯାଇଥିବା ବେଳେ ଏହାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଏହି ଖାଦାନରେ ଧାରା ୧୬୩ ସତ୍ତ୍ୱେ ବି ପଥର ଲୁଟ ରୋକିବାର ନା ଧରୁନି। ଏପରିସ୍ଥିତିରେ ଆଜି ଅପରାହ୍ଣରେ ଏକ କ୍ବାରିରେ ବେଆଇନ ପଥର ଲୁଟ ବେଳେ ଖାଦାନରେ କାର୍ଯ୍ୟ କରୁଥିବା ବେଳେ ପଥର ଖସି ଏକ ପୋକ୍ଲିନ ମେସିନ ଗୁଣ୍ଡ ହୋଇଯାଇଥିବା ବେଳେ ଏହାର ଚାଳକର କୌଣସି ପତା ମିଳୁନି। ସୂଚନା ଅନୁସାରେ ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଖଞ୍ଜାମହାଲ (ବାଗୁଡି) ପଥର ଖାଦାନରେ ପୂର୍ବରୁ ୬୨ଟି କ୍ବାରୀକୁ ନିଲାମ ଦିଆଯାଇ କୋଟିକୋଟି ଟଙ୍କାର ରାଜସ୍ବ ଆୟ ହେଉଥିଲା।