Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow
image
image

"ରଥଯାତ୍ରା-୨୦୨୬ ପାଇଁ ସଜାଗ ରାଉରକେଲା ପୋଲିସ; ସୁରକ୍ଷା ଓ ପରିଚାଳନା ନେଇ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ" ରାଉରକେଲା,(TRUTH POST FB NEWS): ଆସନ୍ତା ରଥଯାତ୍ରା ଓ ବାହୁଡା ଯାତ୍ରା–୨୦୨୬କୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ରାଉରକେଲା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ରାଉରକେଲା ଏସ୍‌ପି ନିତେଶ ୱାଧୱାନୀଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ଦୀନା ଦସ୍ତଗିର, ପାନପୋଷ ଉପଜିଲ୍ଲାପାଳ, ଡିଏଫଓ, ରାଉରକେଲା ଓ ବଣାଇର ଅତିରିକ୍ତ ଏସ୍‌ପିଙ୍କ ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ବିଭିନ୍ନ ରଥଯାତ୍ରା କମିଟିର ସଦସ୍ୟ ଏବଂ ଇଣ୍ଟିଗ୍ରେସନ୍ ଫୋରମ୍‌ର ପ୍ରତିନିଧିମାନେ ଯୋଗଦେଇଥିଲେ। ବୈଠକରେ ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଟ୍ରାଫିକ୍ ନିୟନ୍ତ୍ରଣ, ଜନସମାଗମ ପରିଚାଳନା, ଜରୁରୀକାଳୀନ ସହାୟତା ବ୍ୟବସ୍ଥା, ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ଅନ୍ୟାନ୍ୟ ଆବଶ୍ୟକ ଲଜିଷ୍ଟିକ୍ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଉରକେଲା ପୋଲିସ ପକ୍ଷରୁ କୁହାଯାଇଛି ଯେ, ରଥଯାତ୍ରା ଓ ବାହୁଡା ଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଉଛି। A coordination meeting was convened at the District Police Office, Raurkela, under the supervision of senior police officers, with the participation of officers from various Government departments, members of different Ratha Yatra Committees, and representatives of the Integration Forum. The meeting focused on ensuring seamless inter-departmental coordination and comprehensive security arrangements for the safe, peaceful, and hassle-free celebration of Ratha Yatra & Bahuda Yatra–2026. Discussions covered traffic management, crowd regulation, emergency response, public safety measures, and other necessary arrangements to facilitate the smooth conduct of the festivities. Raurkela Police remains committed to ensuring a safe, secure, and peaceful festival for all devotees. ##RaurkelaPolice ##RathaYatra2026 ##SafeFestival ##CommunityPolicing ##OdishaPolice ##MLADURGATANTY

Raurkela M, Sundargarh | Jul 14, 2026

MORE NEWS

ଭାରତ ସରକାର ବିଦ୍ୟାର୍ଥୀମାନଙ୍କ ପାଇଁ ଅନେକ ପଦକ୍ଷେପ ନେଉଛି #narendramodi #pmindia#pmoindia

ଭାରତ ସରକାର ବିଦ୍ୟାର୍ଥୀମାନଙ୍କ ପାଇଁ ଅନେକ ପଦକ୍ଷେପ ନେଉଛି #narendramodi #pmindia#pmoindia

Raurkela M, Sundargarh | Jul 26, 2026

*ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ରାଉରକେଲା ସେକ୍ଟର-୧୫ ଠାରେ ନିଶୁଳ୍କ ସ୍ବାସ୍ଥ୍ୟ ଯାଞ୍ଚ ଶିବିର*

ରାଉରକେଲା ୨୬/୭, ଆଜି ସେକ୍ଟର-୧୫ ଜାମା ମସଜିଦ ସମ୍ମୁଖସ୍ଥ ପଡିଆରେ ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ଉମିଦ୍ ଟ୍ରଷ୍ଟ ସହାୟତାରେ ଏକ ନିଶୁଳ୍କ ସ୍ବାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜିତ ହୋଇଯାଇଛି। ସକାଳ ୯ଟା ଠାରୁ ଆରମ୍ଭ ହୋଇଥିବା ଏହି ଶିବିରରେ ସ୍ଵାସ୍ଥ୍ୟ ପରୀକ୍ଷା, ଇସିଜି, ବ୍ଲଡ୍ ପ୍ରେସର୍, ବ୍ଲଡ୍ ସୁଗାର, ବିଏମ୍ଆଇ, ଉଚ୍ଚତା, ଓଜନ, ରକ୍ତରେ ଅମ୍ଳଜାନ ପରିମାଣ (ଅକ୍ସି ମିଟର) ସହିତ ଅଭିଜ୍ଞ ଭେଷଜ, ଅସ୍ଥିଶଲ୍ୟ, ସ୍ତ୍ରୀରୋଗ, ଦନ୍ତ ଚିକିତ୍ସା, କ୍ରିଟିକାଲ୍ କେୟାର ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ବାରା ୧୫୦ରୁ ଉର୍ଦ୍ଧ୍ବ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
      ଏହି ସ୍ବାସ୍ଥ୍ୟ ଶିବିରରେ ଭେଷଜ ବିଶେଷଜ୍ଞ ଡାକ୍ତର ରୋଜା ନାୟକ, ସ୍ତ୍ରୀ-ରୋଗ ବିଶେଷଜ୍ଞ ଡାକ୍ତର ତାଶୀ କ୍ରୀଷ୍ଣା, ଦନ୍ତ ବିଶେଷଜ୍ଞ ଡାକ୍ତର ପୂଜା ପତି ଏବଂ କ୍ରିଟିକାଲ୍ କେୟାର ବିଶେଷଜ୍ଞ ଡାକ୍ତର ଚେତନ ରେଡ୍ଡି ଉପସ୍ଥିତ ରହି ଆସିଥିବା ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।
     ରାଉରକେଲା ଆପୋଲୋ ହସ୍ପିଟାଲ୍ସର ଆଦିତ୍ୟ ତିଓ୍ବାରୀ, ଉଜ୍ଜ୍ୱଳ କୁମାର, ସାଲୋନୀ ନାୟକ, ଅସଫବ୍ ଆସିଫ୍ ସହଯୋଗ କରିଥିଲା ବେଳେ ବିଶେଷ ଅତିଥି ଭାବରେ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଜ୍ଞାନେନ୍ଦ୍ର ଦାସଙ୍କ ସମେତ ଉମିଦ୍ ଟ୍ରଷ୍ଟ ପକ୍ଷରୁ ସଭାପତି ଇସ୍ତେହାର ମୋହମ୍ମଦ, ସାଧାରଣ ସମ୍ପାଦକ ଜାଭେଦ ଅଖତର୍, ସମ୍ପାଦକ ସବୀର ଅନୱାର, ଖାତିବ୍, ମୀରାଜ୍, ଇମରାନ୍, ତଉହୀତ ପ୍ରମୁଖ ଏହି ସ୍ବାସ୍ଥ୍ୟ ଶିବିରରେ ସହଯୋଗ କରିଥିଲେ।

*ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ରାଉରକେଲା ସେକ୍ଟର-୧୫ ଠାରେ ନିଶୁଳ୍କ ସ୍ବାସ୍ଥ୍ୟ ଯାଞ୍ଚ ଶିବିର* ରାଉରକେଲା ୨୬/୭, ଆଜି ସେକ୍ଟର-୧୫ ଜାମା ମସଜିଦ ସମ୍ମୁଖସ୍ଥ ପଡିଆରେ ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ଉମିଦ୍ ଟ୍ରଷ୍ଟ ସହାୟତାରେ ଏକ ନିଶୁଳ୍କ ସ୍ବାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜିତ ହୋଇଯାଇଛି। ସକାଳ ୯ଟା ଠାରୁ ଆରମ୍ଭ ହୋଇଥିବା ଏହି ଶିବିରରେ ସ୍ଵାସ୍ଥ୍ୟ ପରୀକ୍ଷା, ଇସିଜି, ବ୍ଲଡ୍ ପ୍ରେସର୍, ବ୍ଲଡ୍ ସୁଗାର, ବିଏମ୍ଆଇ, ଉଚ୍ଚତା, ଓଜନ, ରକ୍ତରେ ଅମ୍ଳଜାନ ପରିମାଣ (ଅକ୍ସି ମିଟର) ସହିତ ଅଭିଜ୍ଞ ଭେଷଜ, ଅସ୍ଥିଶଲ୍ୟ, ସ୍ତ୍ରୀରୋଗ, ଦନ୍ତ ଚିକିତ୍ସା, କ୍ରିଟିକାଲ୍ କେୟାର ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ବାରା ୧୫୦ରୁ ଉର୍ଦ୍ଧ୍ବ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ସ୍ବାସ୍ଥ୍ୟ ଶିବିରରେ ଭେଷଜ ବିଶେଷଜ୍ଞ ଡାକ୍ତର ରୋଜା ନାୟକ, ସ୍ତ୍ରୀ-ରୋଗ ବିଶେଷଜ୍ଞ ଡାକ୍ତର ତାଶୀ କ୍ରୀଷ୍ଣା, ଦନ୍ତ ବିଶେଷଜ୍ଞ ଡାକ୍ତର ପୂଜା ପତି ଏବଂ କ୍ରିଟିକାଲ୍ କେୟାର ବିଶେଷଜ୍ଞ ଡାକ୍ତର ଚେତନ ରେଡ୍ଡି ଉପସ୍ଥିତ ରହି ଆସିଥିବା ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ରାଉରକେଲା ଆପୋଲୋ ହସ୍ପିଟାଲ୍ସର ଆଦିତ୍ୟ ତିଓ୍ବାରୀ, ଉଜ୍ଜ୍ୱଳ କୁମାର, ସାଲୋନୀ ନାୟକ, ଅସଫବ୍ ଆସିଫ୍ ସହଯୋଗ କରିଥିଲା ବେଳେ ବିଶେଷ ଅତିଥି ଭାବରେ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଜ୍ଞାନେନ୍ଦ୍ର ଦାସଙ୍କ ସମେତ ଉମିଦ୍ ଟ୍ରଷ୍ଟ ପକ୍ଷରୁ ସଭାପତି ଇସ୍ତେହାର ମୋହମ୍ମଦ, ସାଧାରଣ ସମ୍ପାଦକ ଜାଭେଦ ଅଖତର୍, ସମ୍ପାଦକ ସବୀର ଅନୱାର, ଖାତିବ୍, ମୀରାଜ୍, ଇମରାନ୍, ତଉହୀତ ପ୍ରମୁଖ ଏହି ସ୍ବାସ୍ଥ୍ୟ ଶିବିରରେ ସହଯୋଗ କରିଥିଲେ।

Raurkela M, Sundargarh | Jul 26, 2026

#KargilVijayDwas 
Salute to all those who protect our nation and make it even stronger!

#KargilVijayDwas Salute to all those who protect our nation and make it even stronger!

Raurkela M, Sundargarh | Jul 26, 2026