କଳାହାଣ୍ଡି: ନର୍ଲାରେ ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାରର ଫାଶ, ଅନ୍ଧାରରେ ସ୍ଥାନୀୟ ଅଞ୍ଚଳ
Kalahandi, Kalahandi | Oct 4, 2026
ନର୍ଲା ଅଞ୍ଚଳରେ ଦୁର୍ବୃତ୍ତଙ୍କ ଦ୍ଵାରା ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାରରେ ଫାଶ ବସାଯାଉଛି। ଫଳରେ ବାରମ୍ବାର ବିଦ୍ୟୁତ ସରବରାହ ବ୍ୟାହତ ହେଉଛି। କେସିଙ୍ଗା ଫରେଷ୍ଟରଙ୍କ ସୂଚନା ଅନୁଯାୟୀ ଏନେଇ ତଦନ୍ତ ଜାରି ରହିଛି। ସ୍ଥାନୀୟ ଲୋକେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।