Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
usr66911008
#କୋରାପୁଟ_ବସ୍ଷ୍ଟାଣ୍ଡକୁ_ନେଇ_ଚେତାବନୀ କୋରାପୁଟ ବସ୍ଷ୍ଟାଣ୍ଡ ସମସ୍ୟାକୁ ନେଇ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ଘେରାଉ କରିବାକୁ ଚେତାବନୀ ଦେଇଛି ଲକ୍ଷ୍ମଣ ନାୟକ ସ୍ୱାଭିମାନ ମଞ୍ଚ। ମଞ୍ଚର ଆବାହକ ଭୂଷିତ ବିଡ଼ିକା କହିଛନ୍ତି, ବସ୍ଷ୍ଟାଣ୍ଡ ସମ୍ପର୍କିତ ଦାବି ଓ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ। 📍 କୋରାପୁଟ ଆପଣଙ୍କ ମତରେ କୋରାପୁଟ ବସ୍ଷ୍ଟାଣ୍ଡରେ କେଉଁ ସମସ୍ୟାର ସମାଧାନ ପ୍ରଥମେ ହେବା ଦରକାର? କମେଣ୍ଟ କରନ୍ତୁ। 👇 #Koraput #KoraputBusStand #LakshmanNayakSwabhimanManch #KoraputNews #OdishaNews #News11Odia #BusStand #KoraputUpdate
Koraput Town, Koraput
| Oct 4, 2026
#କୋରାପୁଟ_ବସ୍ଷ୍ଟାଣ୍ଡକୁ_ନେଇ_ଚେତାବନୀ
#koraput
#koraputbusstand
#lakshmannayakswabhimanmanch
#koraputnews
#odishanews
#news11odia
#busstand
#koraputupdate
MORE NEWS
ଜୟପୁର: ୪୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର୍ ସହ ୬ ଜଣକୁ ଗିରଫ କଲା ଟାଉନ୍ ଥାନା ପୋଲିସ। ମାରଣାସ୍ତ୍ର, କାର, ମୋବାଇଲ, ନଗଦ ଟଙ୍କା ଜବତ।
Koraput Town, Koraput | Oct 4, 2026
କୋଟପାଡ଼- ଅବହେଲିତ ଭୈରବ ଖେଳପଡ଼ିଆ ପଡିଆ। ଯେଉଁଠି ଖେଳ ହେଉଛି ସେଇଠି ଭିତି ଭୁମି ହେଇନି ଯେଉଁଠି ଖେଳାଳି ନାହାନ୍ତି କି ଖେଳ ହେଉନି ସେଇଠି ଲକ୍ଷ ଲକ୍ଷ ଟଙ୍କାର ମିନି ଷ୍ଟାଡିୟମ ନିର୍ମାଣ ହୋଇଛି।ଏହେଉଛି ବିଗତ ସରକାର ଙ୍କ କ୍ରୀଡା କ୍ଷେତ୍ର ରେ ବିକାଶ ର ଅସଲ ଚିତ୍ର। Part 11
Koraput Town, Koraput | Oct 4, 2026
ଜୟପୁର : ଟାଉନ ପୋଲିସ ଦ୍ବାରା ୪୦୩ ଗ୍ରାମ ବ୍ରାଉନ ସୁଗର ଜବତ । ଏହାର ବଜାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ । ଏହି କାରବାରରେ ଜଡିତ ଥିବା ୬ଜଣ ଆନ୍ତଃଜିଲା ନିଶା କାରବାରୀ ଗିରଫ । ଏମାନଙ୍କ ଘର କୋରାପୁଟ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜୟପୁର ଏସଡିପିଓ ।ଏମାନେ ବିଭିନ୍ନ ସ୍ଥାନକୁ ବୁଲି ଏପରି ନିଶା କାରବାର କରନ୍ତି । ଏମାନଙ୍କ ନାଁରେ ମଧ୍ୟ ପୂର୍ବରୁ ଅପରାଧୀକ ମାମଲା ରହିଛି । ଗତକାଲି ଏମାନେ ଜୟପୁରରେ ବ୍ରାଉନ ସୁଗର ବିକ୍ରି କରିବାକୁ ଯୋଯନା କରୁଥିବା ସମୟରେ ପୋଲିସ ଖବର ପାଇ ଏମାନଙ୍କୁ କାବୁ କରିଛି। ଏମାନଙ୍କ ଠାରୁ ମାରଣାସ୍ତ୍ର ସହ ୮ଟି ମୋବାଇଲ, ଗୋଟିଏ କାର ଏବଂ ୨୦ ହଜାର ନଗଦ ଟଙ୍କା ଜବତ କରିଛି ପୋଲିସ ।ପାର୍ବଣ ପୂର୍ବରୁ ନିଶା କାରବାରୀଙ୍କ ଉପରେ ପୋଲିସର ଏହା ବଡ ଆକ୍ସନ ।
Koraput Town, Koraput | Oct 4, 2026
କୋଟପାଡ଼- ଅବହେଲିତ ଭୈରବ ଖେଳପଡ଼ିଆ ପଡିଆ। ଯେଉଁଠି ଖେଳ ହେଉଛି ସେଇଠି ଭିତି ଭୁମି ହେଇନି ଯେଉଁଠି ଖେଳାଳି ନାହାନ୍ତି କି ଖେଳ ହେଉନି ସେଇଠି ଲକ୍ଷ ଲକ୍ଷ ଟଙ୍କାର ମିନି ଷ୍ଟାଡିୟମ ନିର୍ମାଣ ହୋଇଛି।ଏହେଉଛି ବିଗତ ସରକାର ଙ୍କ କ୍ରୀଡା କ୍ଷେତ୍ର ରେ ବିକାଶ ର ଅସଲ ଚିତ୍ର।
Koraput Town, Koraput | Oct 4, 2026
#କୋରାପୁଟ_ଜୟପୁର_ରେଳ_ଲାଇନ_ଧସୁଛି_ସ୍ଥାୟୀ_ମରାମତି_ଦାବି କୋରାପୁଟ-ଜୟପୁର ରେଳ ଲାଇନ ଧସିବା ଘଟଣାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ରେଳପଥର ସ୍ଥାୟୀ ମରାମତି କରି ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି କୋରାପୁଟ ଓକିଲ ସଂଘର ସଭାପତି ପ୍ରଭାତ ମହାପାତ୍ର। 🔴 ରେଳ ଲାଇନର ସ୍ଥାୟୀ ମରାମତି ହେବ କେବେ? 🔴 ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। 📍 କୋରାପୁଟ | ଜୟପୁର #Koraput #Jeypore #Railway #KoraputJeyporeRailway #OdishaNews #News11Odia #RailwaySafety #KoraputNews
Koraput Town, Koraput | Oct 4, 2026
ଜୟପୁର ଦଶହରା ପାଇଁ ମା ଭଗବତୀଙ୍କ ପୀଠରୁ ମିଳିଲା ଆଜ୍ଞାମାଳ । ମୂଳାଷ୍ଟମୀ ତିଥିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା।
Koraput Town, Koraput | Oct 4, 2026
ଜୟପୁରରେ INDI ମେଣ୍ଟର ସାମ୍ବାଦିକ ସମ୍ମିଳନୀ
Koraput Town, Koraput | Oct 4, 2026
#ଗାଁରେ_ମଦ_ବିକ୍ରି_ବନ୍ଦ_ହେଉ_ସାମ୍ବାଦିକ_ଭବାନୀ_ମିଶ୍ର ଗାଁ ଗାଁରେ ମଦ ବିକ୍ରି ଓ ଏହାର ପ୍ରଭାବକୁ ନେଇ ସ୍ୱର ଉଠାଇଛନ୍ତି ସାମ୍ବାଦିକ ଭବାନୀ ମିଶ୍ର। ଗ୍ରାମାଞ୍ଚଳରେ ମଦ ବିକ୍ରି ଉପରେ ରୋକ୍ ଲଗାଇବା ସହ ଏନେଇ ପ୍ରଶାସନ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି। 📢 ଗାଁରେ ମଦ ବିକ୍ରି ବନ୍ଦ ହେବା ଉଚିତ କି? ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। 👇 #ମଦବନ୍ଦ #ଭବାନୀମିଶ୍ର #ଗ୍ରାମାଞ୍ଚଳ #ଜନଦାବି #କୋରାପୁଟ #KoraputNews #News11Odia
Koraput Town, Koraput | Oct 4, 2026