ଛତ୍ରପୁର: ଗଞ୍ଜାମରେ ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର ଆଇନ କମିଟି ବୈଠକ
ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଛତ୍ରପୁରଠାରେ ଜଙ୍ଗଲ ଅଧିକାର ଆଇନ ସମ୍ପର୍କିତ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜଙ୍ଗଲ ଜମିର ଅଣଜଙ୍ଗଲ ଉନ୍ନୟନ କାର୍ଯ୍ୟରେ ବିନିଯୋଗ, ବ୍ୟକ୍ତିଗତ ଓ ଗୋଷ୍ଠୀ ଜଙ୍ଗଲ ଅଧିକାର ପ୍ରଦାନ ନେଇ ଆଲୋଚନା ହୋଇଛି।