କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିବାଦ: ଭୋଟ ପୁନଃ ଗଣତି ନକରି ଶପଥ ପାଠ ଉତ୍ସବ, ଆତ୍ମହତ୍ୟାର ଚେତାବନୀ ଦେଲେ ଏବିଭିପି ପ୍ରାର୍ଥୀନୀ ତୁଳସୀ ମଲ୍ଲିକ
#କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବଡ଼ ବିବାଦ ଦେଖାଦେଇଛି। ଭୋଟ ପୁନଃ ଗଣତି ଦାବିକୁ ଅଣଦେଖା କରି ଶପଥ ପାଠ ଉତ୍ସବ ଅନୁଷ୍ଠିତ କରାଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଏବିଭିପି ପ୍ରାର୍ଥୀନୀ ତୁଳସୀ ମଲ୍ଲିକ ଆତ୍ମହତ୍ୟାର ଚେତାବନୀ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ସେ ପୁନଃ ଗଣତି ଦାବି କରିଛନ୍ତି। ଘଟଣାକୁ ନେଇ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।
#Kendrapara #KendraparaAutonomousCollege # #ABVP #TulasiMallik #StudentElection #OdishaNews #Zee24Odisha
Bhubaneswar, Khordha | Oct 17, 2026