Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana

ସୋର: ବାରାକୋଇଲି ଛକରୁ ଏକ ବାଲି ବୋଝେଇ ହାଇୱାକୁ ଗୋଡ଼ାଇ ଧରିଲେ ସୋର ତହସିଲଦାର

Soro, Balasore | Dec 18, 2025
ସୋର ତହସିଲ ପକ୍ଷରୁ କଲେଜଛକ ନିକଟରେ ଚଢ଼ାଉ କରି ଏକ ବାଲି ବୋଝେଇ ହାଇୱାକୁ ଜବତ କରି ତହସିଲକୁ ଆଣୁଥିବା ବେଳେ ହାଇୱା ଚାଳକ ଜଣକ ଚଞ୍ଚକତା କରି ଫେରାର ହେଇଥିବା ବେଳେ ନୀଳଗିରି ପୁଲିସ ସହାୟତାରେ ଗାଡି ଟିକୁ ବାରାକୋଈଲି ଛକରୁ ଜବତ କରିଛନ୍ତି।ସୂଚନା ଅନୁସାରେ ସୋର ତହସିଲଦାର ଦୈତାରୀ ମଲ୍ଲିକ ଆଜି ସନ୍ଧ୍ୟାରେ କଲେଜଛକ ନିକଟରେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ବାଲି ଗାଡି ଗୁଡିକର କାଗଜପତ୍ର ଯାଞ୍ଚ କରୁଥିଲେ। ଏହି ସମୟରେ ଓଡି ୦୧ଏଏମ ୮୮୯୯ ନମ୍ବର ବିଶିଷ୍ଟ ହାଇୱାଟି ବେଆଇନ ଭାବେ ବାଲି ଚାଲାଣ କରୁଥିବା ଜାଣି ପାରି ଗାଡିକୁ ଜବତ କରି ତହସିଲକୁ ଆଣୁଥିଲେ।
ସୋର: ବାରାକୋଇଲି ଛକରୁ ଏକ ବାଲି ବୋଝେଇ ହାଇୱାକୁ ଗୋଡ଼ାଇ ଧରିଲେ ସୋର ତହସିଲଦାର - Soro News