Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
रेलवे
कांग्रेस
Congress
Modi
Delhi
Viral
Dm
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
उत्तरप्रदेश
Pmmodi
Rahulgandhi
कानपुर
Pm

ରାଉରକେଲା; ପଞ୍ଚମ ଦିବସ ରେ କାନଭାସ୍ ଉଦିତନଗର ସ୍ଥିତ ସାରନା ପୂଜା ସ୍ଥଳୀ ପରିସର ରେ କଲା ବୃକ୍ଷରୋପଣ। ଶତାଧିକ କଲେଜ ଛାତ୍ରଛାତ୍ରୀ ସାମିଲ। #smsnewsnetwork #rourkela #canvas #plantation #uditnagar #saranapujaplace #sureshpradhan

MORE NEWS

Sundargarh Town, Sundargarh | Jul 25, 2026

SMS News Bureau Rourkela 

ରାଉରକେଲା ଇସ୍ପାତ ମାର୍କେଟ ଓ୍ବଲଫେୟାର ଆସୋସିଏସନ୍ ପକ୍ଷରୁ ସଭାପତି ସୁଜିତ୍ କୁମାର ସ୍ବାଇଁ ଙ୍କ ନେତୃତ୍ବରେ ସାଧାରଣ ପରିଷଦର ବୈଠକ ଡକାଯାଇଥିଲା। ମାତ୍ର ବୈଠକ ରେ ସାଧାରଣ ସମ୍ପାଦକ ସନ୍ତୋଷ ସ୍ବାଇଁ ବକ୍ତବ୍ୟ ରଖୁଥିବା ବେଳେ କିଛି ସଦସ୍ୟ ହୋ ହାଲ୍ଲା କରିଥିଲେ। ଫଳରେ କିଛି ସମୟ ପାଇଁ ବୈଠକ ରେ ହୋହଲ୍ଲା ହୋଇଥିଲା।ପରେ ସଭାପତି ତାଙ୍କ ଅଭିଭାଷଣ ରଖିଥିଲେ। ପୁର୍ନବାର ବିଭ୍ରାଟ ହେବାରୁ ସେକ୍ଟର ୧୯ ଥାନା ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ବୈଠକ କୁ ତ୍ବରାନିତ କରିଥିଲେ।

SMS News Bureau Rourkela ରାଉରକେଲା ଇସ୍ପାତ ମାର୍କେଟ ଓ୍ବଲଫେୟାର ଆସୋସିଏସନ୍ ପକ୍ଷରୁ ସଭାପତି ସୁଜିତ୍ କୁମାର ସ୍ବାଇଁ ଙ୍କ ନେତୃତ୍ବରେ ସାଧାରଣ ପରିଷଦର ବୈଠକ ଡକାଯାଇଥିଲା। ମାତ୍ର ବୈଠକ ରେ ସାଧାରଣ ସମ୍ପାଦକ ସନ୍ତୋଷ ସ୍ବାଇଁ ବକ୍ତବ୍ୟ ରଖୁଥିବା ବେଳେ କିଛି ସଦସ୍ୟ ହୋ ହାଲ୍ଲା କରିଥିଲେ। ଫଳରେ କିଛି ସମୟ ପାଇଁ ବୈଠକ ରେ ହୋହଲ୍ଲା ହୋଇଥିଲା।ପରେ ସଭାପତି ତାଙ୍କ ଅଭିଭାଷଣ ରଖିଥିଲେ। ପୁର୍ନବାର ବିଭ୍ରାଟ ହେବାରୁ ସେକ୍ଟର ୧୯ ଥାନା ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ବୈଠକ କୁ ତ୍ବରାନିତ କରିଥିଲେ।

Sundargarh Town, Sundargarh | Jul 25, 2026

ଲାଠିକଟା; ଜୟ ବାଲାଜୀ ଜ୍ୟୋତି ଷ୍ଟିଲ କମ୍ପାନୀ ସଂପ୍ରସାରଣ ସମ୍ବର୍ଦ୍ଧିତ ପରିବେଶ ଜନଶୁଣାଣୀ ରେ ଅଞ୍ଚଳବାସୀ ଙ୍କ ତିବ୍ର ବିରୋଧ।

#smsnewsnetwork #rourkela #jaibalajijoytisteelltd #puc #publichearing #sprourkela #lathikatatahsil #zillaparishad #blockchairman #mps #sarpanch

ଲାଠିକଟା; ଜୟ ବାଲାଜୀ ଜ୍ୟୋତି ଷ୍ଟିଲ କମ୍ପାନୀ ସଂପ୍ରସାରଣ ସମ୍ବର୍ଦ୍ଧିତ ପରିବେଶ ଜନଶୁଣାଣୀ ରେ ଅଞ୍ଚଳବାସୀ ଙ୍କ ତିବ୍ର ବିରୋଧ। #smsnewsnetwork #rourkela #jaibalajijoytisteelltd #puc #publichearing #sprourkela #lathikatatahsil #zillaparishad #blockchairman #mps #sarpanch

Sundargarh Town, Sundargarh | Jul 25, 2026

ରାଉରକେଲା; ପଞ୍ଚମ ଦିବସ ରେ କାନଭାସ୍ ଉଦିତନଗର ସ୍ଥିତ ସାରନା ପୂଜା ସ୍ଥଳୀ ପରିସର ରେ କଲା ବୃକ୍ଷରୋପଣ। ଶତାଧିକ କଲେଜ ଛାତ୍ରଛାତ୍ରୀ ସାମିଲ। #smsnewsnetwork #rourkela #canvas #plantation #uditnagar #saranapujaplace #sureshpradhan - Sundargarh Town News