#ତେଲ_ଟ୍ୟାଙ୍କରେ_ଗୋ_ଚାଲାଣ
ତେଲ ଟ୍ୟାଙ୍କର ଭିତରେ ଅଭିନବ ଉପାୟରେ ଚାଲିଥିଲା ବେଆଇନ ଗୋ-ଚାଲାଣ। ମୟୁରଭଞ୍ଜ ବାଙ୍ଗିରିପୋଷି ନିକଟରେ ପୁଲିସ ଟ୍ୟାଙ୍କରକୁ ଅଟକାଇ ୨୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରିବା ସହ ଗାଡ଼ି ଜବତ କରିଛି। ଡ୍ରାଇଭର ଓ ହେଲପରଙ୍କୁ ହେପାଜତରେ ନେଇ ପଚରାଉଚରା ଜାରି।
#latastnewsnews #Illegalcattlesmuggling #pabitranewsodishalive #latastnewsupdate #gochallan #pabitranews
Kendujhar Town, Kendujhar | Oct 4, 2026