#ହାଣ୍ଡିଭଙ୍ଗା_ଜଳପ୍ରପାତରୁ_ନିଖୋଜ_ଯୁବକଙ୍କମୃତଦେହ_ଉଦ୍ଧାର
କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ବଡ଼-କାଳୀମାଟି ପଞ୍ଚାୟତର ହାଣ୍ଡିଭଙ୍ଗା ଜଳପ୍ରପାତରେ ଗାଧୋଇବା ବେଳେ ଗୋଡ଼ ଖସି ଗଭୀର ପାଣିରେ ନିଖୋଜ ହୋଇଥିବା ଯାଜପୁର ଅଞ୍ଚଳର ଯୁବକ ଦିବ୍ୟରଞ୍ଜନ ମହାନ୍ତଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।
ଆଜି ଜଳପ୍ରପାତରେ ମୃତଦେହ ଭାସିବା ପରେ ଅଗ୍ନିଶମ ବାହିନୀ ଏହାକୁ ଠାବ କରି ଉଦ୍ଧାର କରିଥିବା ସୂଚନା ମିଳିଛି।
ଦୀର୍ଘ ସମୟର ସର୍ଚ୍ଚ ଅପରେସନ୍ ପରେ ମିଳିଲା ନିଖୋଜ ଯୁବକଙ୍କ ପତ୍ତା।
#latastnewsupdate #pabitranewsodishalive #handibhanga #keonjhar
Kendujhar Town, Kendujhar | Oct 4, 2026