ପବିତ୍ର ପଞ୍ଚୁକରେ ପାଲଲହଡ଼ା ମାଆ କୁଣ୍ଢେଇବୀରାଙ୍କ ପୀଠ ପାଇଁ 10 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ମାତା ଶ୍ରୀମତୀ ବସନ୍ତ ମଞ୍ଜରୀ ପ୍ରଧାନ ।