ତେଲକୋଇ: କେନ୍ଦୁଝର: ଛେଳି ପାଳନ କରି ଆତ୍ମନିର୍ଭରଶୀଳ ହେବେ ମହିଳା SHG
କେନ୍ଦୁଝର ଜିଲ୍ଲା ତେଲକୋଇର କାକୁଡ଼ିଆମ୍ବ ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଛେଳି ପାଳନ ପାଇଁ ବନ ବିଭାଗ ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି। OFSDS-OMBADC ପ୍ରକଳ୍ପ ମାଧ୍ୟମରେ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ।