ପୁରୀ: ହବିଷ୍ୟାଳୀ କେନ୍ଦ୍ରରେ ମାଆ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା: ଚାଲିଛି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
Puri, Puri | Oct 28, 2026
ପ୍ରଶାସନ ପକ୍ଷରୁ ଆୟୋଜିତ ତିନି ଗୋଟି ହବିଷ୍ୟାଳୀ କେନ୍ଦ୍ରରେ ମାଆ ମାନଙ୍କ ପାଇଁ ରହିଛି ସ୍ୱତନ୍ତ୍ର ସୁବିଧା । ଆଧ୍ୟାତ୍ମିକ ଭାବଧାରାରେ ମାଆ ମାନେ କାଟୁଛନ୍ତି ସମୟ । ଏହି ଅଭିଜ୍ଞତାକୁ ନେଇ କ'ଣ କହିଲେ ମାଆ ମାନେ, ଜାଣନ୍ତୁ ଏହି ଭିଡିଓରେ ।