ଭୋପାଳରେ ଅନୁଷ୍ଠିତ ୨୫ତମ ଜାତୀୟ ସ୍ୱିମିଂ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି ଛେଣ୍ଡିପଦାର ଦିବ୍ୟାଙ୍ଗ ଖେଳାଳି ଟିପୁନ କୁମାର ସାହୁ। ଅନୁଗୋଳରେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ବିଧାୟକ ଅଗସ୍ତି ବେହେରା।