ସମିତି ସଭ୍ୟା ଶାଶୁଙ୍କ ଦେହାନ୍ତ, ବାଇଁଶିରିଆ ଗାଁରେ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ ବିଶ୍ୱରଂଜନ ମଲ୍ଲିକ l ଆଜି କୌଣସି ରୋଗରେ ପୀଡ଼ିତ ଅବସ୍ଥାରେ ସମିତି ସଭ୍ୟା ରଶ୍ମିତା ଜେନାଙ୍କ ଶାଶୁଙ୍କ ଦେହାନ୍ତ ହେଇଛି l ଏହି ଖବର ପାଇ ଆଜି ବିଧାୟକ ବିଶ୍ୱରଂଜନ ମଲ୍ଲିକ ରଶ୍ମିତାଙ୍କ ଵାସଭବନରେ ପହଂଚି ମର ଶରୀରର ଶେଷ ଦର୍ଶବ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ l ବିଧାୟକ ଙ୍କ ଏହି ଗସ୍ତ ସମୟରେ ଅନେକ ଦଳୀୟ କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l