ନୂଆପଡା: ନୂଆପଡା କୋମନା ବାଟିବାହାଲରେ ଆସନ୍ତା 11 ତାରିଖରେ ବନ୍ଦ ରହିବ ବିଦ୍ୟୁତ ସେବା
ନୂଆପଡା ଜିଲ୍ଲା କୋମନା ବ୍ଲକ ବାଟିବାହାଲରେ ତେତିଶ/ଏଗାର କେ ଭି ଗ୍ରୀଡ ମରାମତି କାର୍ଯ୍ୟ ପାଇଁ ଆସନ୍ତା ୧୧ ତାରିଖ ସକାଳ ୯ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।