Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ନିମାପଡା: ବାହାରଣା ପଞ୍ଚାୟତ ବିଜେପିର ସାଙ୍ଗଠନିକ ବୈଠକ ପଞ୍ଚାୟତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଟିତ, ଯୋଗଦେଲେ ସ୍ଥାନୀୟ ରାଜ୍ୟ ବିଜେପି ମୁଖପାତ୍ର

Nimapada, Puri | Oct 3, 2025
ଆଜି ମଧ୍ୟାହ୍ନ ୧୨ଟାରେ ନିମାପଡା ବ୍ଲକ୍ ଅନ୍ତର୍ଗତ ବାହାରଣା ପଂଚାୟତ ବିଜେପିର ସାଙ୍ଗଠନିକ ବୈଠକ ପଞ୍ଚାୟତ ମଣ୍ଡପରେ ଅନୁଷ୍ଟିତ ହୋଇଯାଇଛି। ବୈଠକର ରାଜ୍ୟ ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାଶ, ବ୍ଲକ୍ ଅଧ୍ୟକ୍ଷ ଶଙ୍କର ଭୋଇ , ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳୀୟ ସାଙ୍ଗଠନକୁ ଅଧିକ ସଂଗଠିତ କରିବାକୁ ଉପସ୍ଥିତ ଥିବା ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ।