Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ଆସିକା: ସଦାବର୍ତ ନୂଆଗାଁ ଗ୍ରାମରେ ଶ୍ୱଶୁର ର ମାଡ଼ରେ ବୋହୁ ଗୁରୁତର

Asika, Ganjam | Nov 30, 2025
ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟନଗର ଥାନା ସଦାବର୍ତ ନୂଆଗାଁ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା l ଆମେ ବିଭିନ୍ନ ସମୟରେ ଦେଖିଛେ ପୁଅ ବୋହୁ ଙ୍କ ଆକ୍ରମଣ ରେ ଶାଶୁ ଶ୍ୱଶୁର ଗୁରୁତର ହେବା ଘଟଣା l ହେଲେ ଏଠି କିନ୍ତୁ ଓଲଟା ଘଟଣା ଦେଖିବାକୁ ମିଳିଛି l ଶ୍ୱଶୁର ର ମାଡ ରେ ବୋହୁ ଗୁରୁତର ହୋଇଛନ୍ତି l ଗୁରୁତର ମହିଳା ଜ୍ୟୋତିର୍ମୟୀ ସ୍ୱାଇଁ ଙ୍କ ପତ୍ନୀ ଗିରିଜା ସ୍ୱାଇଁ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ପାରିବାରିକ କଳହ କୁ କେନ୍ଦ୍ରକରି ଗ୍ରାମର ବିସିକେଶନ ସ୍ୱାଇଁ ଘରେ ପାଟିତୁଣ୍ଡ ଘଟିଥିଲା l