ଆଖିରେ ଲୁହ ଆଉ ମନରେ କୋହୋ, ନିଜ ନିଖୋଜ ଡାକ୍ତରୀ ପଢୁଆ ପୁଅକୁ ଝୁରି, ଝୁରି ଖୋଜି ବୁଲୁଛି ବାପା ।ଏଭଳି ଦୃଶ୍ୟ ଦେଖିଲେ କାହାର ମନରେ ଭି ଆସିବ ଦୁଃଖ ।mkcg ରେ mbbs ପ୍ରଥମ ବର୍ଷର ଛାତ୍ର ସାଗର ସାହୁ ଗତ ସୋମବାରରୁ କେଉଁ ଆଡେ ଚାଲି ଯାଇଛନ୍ତି। ମିସ୍ତ୍ରୀ କାମ କରି ପୁଅକୁ ଡାକ୍ତର ପଢ଼ାଉ ଥିବା ବାପା ପୁଅକୁ ପାଇବା ଆଶାରେ ବ୍ରହ୍ମପୁର ରେଳ ଷ୍ଟେସନରେ ଖୋଜି ବୁଲୁଛି, କାଳେ ମିଳିଯିବ ପୁଅ ।
#gtvnewsodisha #berhampur #ganjam #odisha #silkcity
Ganjam, Ganjam | Sep 3, 2026