ଜନଜାତୀୟ ଗୌରବ ଦିବସରେ ଧର୍ତ୍ତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଝାରସୁଗୁଡ଼ା ବିଧାୟକ। ସେ ଜନଜାତି ସମାଜର ସଶକ୍ତୀକରଣ ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି।