ଭୋଗରାଇ: ଭୋଗରାଇ ସ୍ୱାସ୍ଥ୍ୟ ସେବାରେ ସୁଧାର ପାଇଁ ବିଧାୟକଙ୍କ ଦାବି, ଜଳେଶ୍ୱରପୁର CHC ହେବ FRU
ଓଡ଼ିଶାର ବୃହତ୍ତମ ବ୍ଲକ ଭୋଗରାଇରେ ଉନ୍ନତ ଚିକିତ୍ସା ବ୍ୟବସ୍ଥା ନଥିବାରୁ ରୋଗୀଙ୍କୁ ୧୦୦ କିମି ଦୂର ଯିବାକୁ ପଡ଼ୁଛି। ଜଳେଶ୍ୱରପୁର CHCକୁ FRUରେ ପରିଣତ କରିବା ସହ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଦାବି ରଖିଲେ ଭୋଗରାଇ ବିଧାୟକ।