Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଦୁର୍ଗା ମନ୍ଦିର ଛକ ଠାରେ ହୀରାକୁଦ ନଗର କଂଗ୍ରେସ ପକ୍ଷରୁ ମହମବତୀ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

Sambalpur M, Sambalpur | Jul 17, 2025
ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ଦୁର୍ଗା ମନ୍ଦିର ଛକ ଠାରେ ହୀରାକୁଦ ନଗର କଂଗ୍ରେସ ପକ୍ଷରୁ ଆଜି ରାତି 7 ଟା ସମୟରେ ବାଲେଶ୍ଵର ଜିଲ୍ଲାର କଲେଜ୍ ଛାତ୍ରୀଙ୍କ ଆତ୍ମହୁତି ଘଟଣାରେ ମହମବତୀ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା।ହୀରାକୁଦ ନଗର କଂଗ୍ରେସ ସଭାପତି ରବି ରାଉତ୍ ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ କଂଗ୍ରେସ ସଭ୍ୟ ମାନେ ଉପସ୍ଥିତ ରହି ମିଳିତ ଭାବରେ ହୀରାକୁଦ ଦୁର୍ଗା ମନ୍ଦିର ଛକ ଠାରେ ମହମବତୀ ପ୍ରଜ୍ଜ୍ୱଳନ କରିବା ସହ ମୃତ ଛାତ୍ରୀଙ୍କ ଆତ୍ମାର ସଦଗତି ନେଇ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

MORE NEWS

ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଦୁର୍ଗା ମନ୍ଦିର ଛକ ଠାରେ ହୀରାକୁଦ ନଗର କଂଗ୍ରେସ ପକ୍ଷରୁ ମହମବତୀ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ - Sambalpur M News