Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

😱 ଝାରସୁଗୁଡ଼ାରେ ହଠାତ୍ ମାଡ଼ି ଆସିଲା "ଖଣ୍ଡିଆ ଭୂତ"! 🌪️ ଦେଖୁ ଦେଖୁ ବିଶାଳ ଘୂର୍ଣ୍ଣୀ ଝଡ଼ରେ ପରିଣତ ହେଲା ପବନ। ପୋଲିସ କ୍ୟାମ୍ପ, ଟେଣ୍ଟ, ଖାଇବା ଷ୍ଟଲ୍ ସବୁକୁ ଆକାଶରେ ଉଡ଼ାଇ ଦେଲା। ଭୟରେ ଦୌଡ଼ିଲେ ପୋଲିସ, ପ୍ରଶାସନ ଓ ସ୍ଥାନୀୟ ଲୋକେ। 📍 ଲଖନପୁର ଅଢ଼ାପଡ଼ାରେ BCGCL ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ ଦେଖିବାକୁ ମିଳିଲା ପ୍ରକୃତିର ଏହି ଭୟଙ୍କର ରୂପ। 🎥 ଭିଡିଓ ଦେଖିଲେ ଆପଣ ବି ଚକିତ ହୋଇଯିବେ! 👉 ଭିଡିଓଟି ଦେଖନ୍ତୁ ଓ ସେୟାର କରନ୍ତୁ। #Jharsuguda #DustDevil #Whirlwind #OdishaNews #BreakingNews #ViralVideo #RCNODIA #ପ୍ରକୃତିର_କରାଳ_ରୂପ #lakhanpur

Bhadrak Rural, Bhadrak | Jun 21, 2026

MORE NEWS

😱 ଝାରସୁଗୁଡ଼ାରେ ହଠାତ୍ ମାଡ଼ି ଆସିଲା "ଖଣ୍ଡିଆ ଭୂତ"! 🌪️ ଦେଖୁ ଦେଖୁ ବିଶାଳ ଘୂର୍ଣ୍ଣୀ ଝଡ଼ରେ ପରିଣତ ହେଲା ପବନ। ପୋଲିସ କ୍ୟାମ୍ପ, ଟେଣ୍ଟ, ଖାଇବା ଷ୍ଟଲ୍ ସବୁକୁ ଆକାଶରେ ଉଡ଼ାଇ ଦେଲା। ଭୟରେ ଦୌଡ଼ିଲେ ପୋଲିସ, ପ୍ରଶାସନ ଓ ସ୍ଥାନୀୟ ଲୋକେ। 📍 ଲଖନପୁର ଅଢ଼ାପଡ଼ାରେ BCGCL ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ ଦେଖିବାକୁ ମିଳିଲା ପ୍ରକୃତିର ଏହି ଭୟଙ୍କର ରୂପ। 🎥 ଭିଡିଓ ଦେଖିଲେ ଆପଣ ବି ଚକିତ ହୋଇଯିବେ! 👉 ଭିଡିଓଟି ଦେଖନ୍ତୁ ଓ ସେୟାର କରନ୍ତୁ। #Jharsuguda #DustDevil #Whirlwind #OdishaNews #BreakingNews #ViralVideo #RCNODIA #ପ୍ରକୃତିର_କରାଳ_ରୂପ #lakhanpur - Bhadrak Rural News