Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

#ତିଖିରି_ସରପଞ୍ଚ_ଚାମେଲୀ_ଓଝା_ଙ୍କ_ମୋବାଇଲ_ଛଡେଇ_ନିଆଁ #ଯାଉଛି #ଥାନାରେ_ପୋଲିସ_ମାଡ଼_ମାରି_ମେଡିକାଲ_ରେ_ଭର୍ତି_କରିଛି #bharatnewsodia #viralreelsシ #CMOOdisha #Mahakalapada #Kendrapada

Singla, Balasore | Jun 11, 2026

MORE NEWS

#ଗୋ_ମାଫିଆ_ଙ୍କ_ଘରେ_ବାଲେଶ୍ବର_ପୋଲିସ_ର_ଚଢ଼ାଉ
ଦରକାରୀ କାଗଜପତ୍ର ଜବଦ କରିବା ସହିତ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ, ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ର ବାଲିଆପାଳ, ଜଳେଶ୍ଵର, ବସ୍ତା, ଭୋଗରାଇ ଅଞ୍ଚଳରେ ବେଆଇନ ଗୋ ଚାଲାଣ ହେଉଥିବା ନେଇ ଅଭିଯୋଗ ଆସିବା ପରେ ବାଲେଶ୍ବର ଏସପିଙ୍କ ନିର୍ଦେଶ କ୍ରମେ ୭ ଟି ଟିମ୍ ଗଠନ କରାଯାଇ  ଚଢ଼ାଉ ଜାରିରହିଛି 
#bharatnewsodia #basta #raid #balasore #chadhau #Baliapal

#ଗୋ_ମାଫିଆ_ଙ୍କ_ଘରେ_ବାଲେଶ୍ବର_ପୋଲିସ_ର_ଚଢ଼ାଉ ଦରକାରୀ କାଗଜପତ୍ର ଜବଦ କରିବା ସହିତ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ, ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ର ବାଲିଆପାଳ, ଜଳେଶ୍ଵର, ବସ୍ତା, ଭୋଗରାଇ ଅଞ୍ଚଳରେ ବେଆଇନ ଗୋ ଚାଲାଣ ହେଉଥିବା ନେଇ ଅଭିଯୋଗ ଆସିବା ପରେ ବାଲେଶ୍ବର ଏସପିଙ୍କ ନିର୍ଦେଶ କ୍ରମେ ୭ ଟି ଟିମ୍ ଗଠନ କରାଯାଇ ଚଢ଼ାଉ ଜାରିରହିଛି #bharatnewsodia #basta #raid #balasore #chadhau #Baliapal

Singla, Balasore | Jun 13, 2026

#ବ୍ୟାଙ୍କରୁ_ଲୋନ_ନେଇ_ନସୁଝିବାରୁ_ଘର_ପଡିଲା_ତାଲା
ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ପଞ୍ଚାୟତ ବଢ଼ାପାଳ ଗ୍ରାମର ଗଣେଶ ମହାନ୍ତି ବାଲିଆପାଳ ସ୍ଥିତ କାନାରା ବ୍ୟାଙ୍କରୁ ନିଜର ବାସସ୍ଥାନ ଥିବା ଜାଗାକୁ  ବନ୍ଧକ ରଖି ୨୦୨୧ ମସିହାରେ ୯ ଲକ୍ଷ  ଟଙ୍କାର ଋଣ ନେଇଥିଲେ ।  
#bharatnewsodia #Baliapal #Conara #Bank

#ବ୍ୟାଙ୍କରୁ_ଲୋନ_ନେଇ_ନସୁଝିବାରୁ_ଘର_ପଡିଲା_ତାଲା ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ପଞ୍ଚାୟତ ବଢ଼ାପାଳ ଗ୍ରାମର ଗଣେଶ ମହାନ୍ତି ବାଲିଆପାଳ ସ୍ଥିତ କାନାରା ବ୍ୟାଙ୍କରୁ ନିଜର ବାସସ୍ଥାନ ଥିବା ଜାଗାକୁ ବନ୍ଧକ ରଖି ୨୦୨୧ ମସିହାରେ ୯ ଲକ୍ଷ ଟଙ୍କାର ଋଣ ନେଇଥିଲେ । #bharatnewsodia #Baliapal #Conara #Bank

Singla, Balasore | Jun 12, 2026

Singla, Balasore | Jun 12, 2026