#ଗୋ_ମାଫିଆ_ଙ୍କ_ଘରେ_ବାଲେଶ୍ବର_ପୋଲିସ_ର_ଚଢ଼ାଉ
ଦରକାରୀ କାଗଜପତ୍ର ଜବଦ କରିବା ସହିତ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ, ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ର ବାଲିଆପାଳ, ଜଳେଶ୍ଵର, ବସ୍ତା, ଭୋଗରାଇ ଅଞ୍ଚଳରେ ବେଆଇନ ଗୋ ଚାଲାଣ ହେଉଥିବା ନେଇ ଅଭିଯୋଗ ଆସିବା ପରେ ବାଲେଶ୍ବର ଏସପିଙ୍କ ନିର୍ଦେଶ କ୍ରମେ ୭ ଟି ଟିମ୍ ଗଠନ କରାଯାଇ ଚଢ଼ାଉ ଜାରିରହିଛି
#bharatnewsodia #basta #raid #balasore #chadhau #Baliapal
Singla, Balasore | Jun 13, 2026