କଳାହାଣ୍ଡି: ଶ୍ରୀ ଗୁରୁ ରବୀଦାସଙ୍କ ୬୫୦ ତମ ଜନ୍ମଜୟନ୍ତୀରେ ଭବାନୀପାଟଣାରେ କଳସ ପୂଜନ ଓ ବିତରଣ
Kalahandi, Kalahandi | Aug 18, 2026
ଭବାନୀପାଟଣାରେ ଶ୍ରୀ ଗୁରୁ ରବୀଦାସଙ୍କ ୬୫୦ ତମ ପବିତ୍ର ଜନ୍ମଜୟନ୍ତୀ ଉପଲକ୍ଷେ ପବିତ୍ର କଳସ ପୂଜନ ଓ ସମସ୍ତ ମଣ୍ଡଳ କୁ କଳସ ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସମସ୍ତ ଭକ୍ତ ଏହି ଧାର୍ମିକ କାର୍ଯ୍ୟରେ ଭାଗ ନେଇଥିଲେ।