ଦେବଗଡ: ତିମୁର କବାଡ଼ି ଟୁର୍ଣ୍ଣାମେଣ୍ଟ: ଏମ୍ଡିସି ତିମୁର ଦଳ ଚାମ୍ପିୟନ
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତିମୁର ଠାରେ ଆୟୋଜିତ ଦିନିକିଆ କବାଡ଼ି ଟୁର୍ଣ୍ଣାମେଣ୍ଟରେ ଏମ୍ଡିସି ତିମୁର ଦଳ ଚାମ୍ପିୟନ ହୋଇଛି। ଫାଇନାଲ୍ରେ ମାଲେହିପଡ଼ା ଦଳକୁ ହରାଇଲା ଏମ୍ଡିସି। ଟୁର୍ଣ୍ଣାମେଣ୍ଟରେ ୧୪ଟି ଦଳ ଅଂଶଗ୍ରହଣ କରିଥିଲେ।